କଟାକ୍ଷ
ଗଜାନନ ମିଶ୍ର
କିଏ କୋଉ ମାର୍ଗରେ
ଗତି କରୁଛି କୁଆଡେ!
ଆଉ ଦିନକୁ କରୁଛି ରାତି
ଆଉ ରାତିକୁ କରୁଛି ଦିନ।
ଯାଉଛି ଗୋଡ ଶୂନ୍ଯରେ
ପଚାରୁଛି କଣ ଆଶ୍ଚର୍ଯ ଆଖିରେ ।
ମୋର ମୁଁ ବୁଡୁଛି ଖସୁଛି ଉଠୁଛି
କି କରୁଛି ଆଉ କଣ ପଡୁ ନି ଜଣା ଏଠାରେ।
ରହ, ପଚାରେଁ ଆଉ ଟିକିଏ
ଇଏ କଣ ସତ ନଈକୂଳ!
ନଈ କାହିଁ? କ୍ଲାନ୍ତ କି ମୁଁ?
ନିଷ୍ଠା ନାହିଁ, ଅଛି ନିଶା କହିବାକୁ।
କହୁଛି କଟାକ୍ଷୈଃ
କାହାକୁ ଯାଉଛ ପରତେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/8/2019
This poem has not been translated into any other language yet.
I would like to translate this poem
This is a beautiful poem! Thanks for sharing.....10