ଅନୁସନ୍ଧାନ Investigation Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅନୁସନ୍ଧାନ Investigation

Rating: 5.0

ଶିକ୍ଷା
ଗଜାନନ ମିଶ୍ର

କିଏ କଣ କେମିତି
ଦେଲା ଶିକ୍ଷା
ପରେ କୁହାଯିବ
ଆସ୍ତେ ଆସ୍ତେ
ସେସବୁ କଥା।

ମୁଁ କାହାକୁ କିଛି
ଶିଖେଇ ପାରିଲି ନାଇଁ
ମନେଇ ପାରିଲି ନି
କାହାକୁ ଟିକିଏ
ଏ କଥା ବି ନୁହଁ
ଚର୍ଚ୍ଚାର ବିଷୟ।

କୋଉ କଥା ସତ୍ଯ
ଆଉ କୋଉଟା କଣ
ଜାଣିବାକୁ ନାଇଁ କାହାଠି ସମୟ।

2

ନୂଆ ନୂଆ ଖଡି ଧରି
ଅ ଆ ଶିଖିଲା ପିଲା ପରି
ଗୋଲ ଗୋଲ ଉପରକୁ ଉପର
ବୁଲାଇବାରେ ବ୍ୟସ୍ତ ହାତ।

ମଲ୍ଲୀକଢ ଫୁଟିବ କେବେ?
ଆଜିଠୁ ତର୍କବିତର୍କରେ
ମାତିବାରେ ନାଇଁ ଲାଭ।

ଯୋଉମାନେ ଥିଲେ
ବନ୍ଧୁ ଆତ୍ମୀୟ
ସେମାନେ କୋଉଠି ଏବେ?

ଯାହାସବୁ ଅଙ୍କା ଯାଇଛି
ସେସବୁ କଣ ନୁହଁ
ଅନୁସନ୍ଧାନ ସାପେକ୍ଷ!
ହେଉ, ସେ ସବୁ ଛାଡ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
27/10/2019

Saturday, October 26, 2019
Topic(s) of this poem: life
POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM
Dr Dillip K Swain 26 October 2019

I find beauty in your works because you always respect truth that is why you are totally different from other writers of Poem Hunter...long live your poetry!

0 0 Reply
Tapaswini dash 26 October 2019

Life is a process of learning, true to words

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success