Jatra kare mo deha,
Mu nuhan.
Mo paati kahe,
Aakhi nuhan.
Aakashare thae
Surya, mu nuhan.
Mu ethare,
Maatire,
Tuma paain.
Tume satya,
Mu ethi tuma paain
Sharirare nuhan,
Manare nuhan,
Hrudaya sahita.
-
In Odia or Brahmi script;
ଯାତ୍ରା କରେ ମୋ ଦେହ,
ମୁଁ ନୁହଁ ।
ମୋ ପାଟି କହେ
ଆଖି ନୁହଁ ।
ଆକାଶରେ ଥାଏ
ସୂର୍ଯ୍ୟ, ମୁଁ ନୁହଁ ।
ମୁଁ ଏଠାରେ,
ମାଟିରେ,
ତୁମ ପାଇଁ ।
ତୁମେ ସତ୍ୟ,
ମୁଁ ଏଠି ତୁମ ପାଇଁ,
ଶରୀରରେ ନୁହଁ,
ମନରେ ନୁହଁ,
ହୃଦୟ ସହିତ ।
we are not this body, I am sure