Nija saha nije katyha hue
Aabiskar karen nija bhasha
Ae maatire nija chinhata dekhaibaaku.
Itihasra Jatna nien mu
Itihashrahichhi mo baktrutaa
Prastuta karibaaku.
Mo baktruta achhi dekhaibaaku
Kou prakarara jodhha mu.
Andharare mu pare na shoi
Nida nahin swapna nahin
SDwapna nahin, nahin jibanara pragati.
Odia or Brahmi script;
ନିଜ ସହ ନିଜେ କଥା ହୁଏଁ
ଆବିଷ୍କାର କରେଁ ନିଜ ଭାଷା,
ଏ ମାଟିରେ ନିଜ ଚିହ୍ନଟ ଦେଖାଇବାକୁ ।
ଇତିହାସର ଯତ୍ନ ନିଏଁ ମୁଁ
ଇତିହାସ ରହିଛି ମୋ ବକ୍ତୃତା
ପ୍ରସ୍ତୁତ କରିବାକୁ ।
ମୋ ବକ୍ତୃତା ଅଛି ଦେଖାଇବାକୁ
କୋଉ ପ୍ରକାରର ଯୋଦ୍ଧା ମୁଁ ।
ଅନ୍ଧାରରେ ମୁଁ ପାରେ ନା ଶୋଇ,
ନିଦ ନାହିଁ, ସ୍ଵପ୍ନ ନାହିଁ,
ସ୍ଵପ୍ନ ନାହିଁ, ନାହିଁ ଜୀବନର ପ୍ରଗତି ।