Kehi kichhi
Kahunahanti nuaa.
Tathapi, mu sune sabhinku
Aau adhayana karen achhi kana
Sethi sata.
Jau nahanti kehi rastare,
Tathapi, chhainkara jibaa
Aau aasiba dekhen mu
Sabda sahita.
Mora bhala paibaa
Napaibare kichhi
Ghatibar nahin,
Tathapi, mu dien mata
Darpana samnare dhala upare.
In Odia lipi or script;
କେହି କିଛି କହୁ ନାହାନ୍ତି ନୁଆ
ତଥାପି, ଶୁଣେ ମୁଁ ପ୍ରତ୍ୟେକଙ୍କୁ
ଆଉ ଅଧ୍ୟୟନ କରେ ଅଛି
କଣ କେତେ ସତ୍ୟ ।
ଯାଉ ନାହାନ୍ତି କେହି ରାସ୍ତାରେ
ତଥାପି, ଛାଇଙ୍କର ଯିବା ଆସିବା
ଦେଖେଁ ମୁଁ ବହୁତ ଶବ୍ଦ ସହିତ ।
ମୋର ଭଲ ପାଇବା ନ ପାଇବାରେ
ଘଟିବାର ନାହିଁ କିଛି, ତଥାପି,
ମୁଁ ଦିଏଁ ମତ ଦର୍ପଣ ସାମ୍ନାରେ
ଧଳା ଉପରେ ।