Kete gabhira samudra!
Mu chahen gotie buda.
Binayee bhabare
Chahen kahibaaku
Kichhi sabda,
Prarthana bhabare
Grahana kara.
Mu nuhen
Parajaya manobhabara.
Kintu puni puni
Jinibaaku
Mu chahen judhha
Samudra sahita.
-
In Odia script;
କେତେ ଗଭୀର ସମୁଦ୍ର!
ଚାହେଁ ମୁଁ ଗୋଟିଏ ବୁଡ ।
ବିନୟୀଭାବରେ ଚାହେଁ
କହିବାକୁ କିଛି ଶବ୍ଦ
ପ୍ରାର୍ଥନା ଭାବରେ
କର ଗ୍ରହଣ ।
ମୁଁ ନୁହେଁ
ପରାଜୟ ମନୋଭାବର,
କିନ୍ତୁ ପୁଣି ପୁଣି ଜିଣିବାକୁ
ସମୁଦ୍ରକୁ ମୁଁ ଚାହେଁ
ଯୁଦ୍ଧ ।
love life, deep and deep and stay blessed. Love is also a fight.