କଣ ପାଇଁ ଜାଣେ ନା Know Not Why Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କଣ ପାଇଁ ଜାଣେ ନା Know Not Why

Rating: 5.0

ପଳେଇଯିବାର ଥିଲା, ରହିଗଲି। କଣ ପାଇଁ ଜାଣେ ନା।
ରହିଯିବାର ଆଉ ପଳେଇଯିବାର ଭିତରର ତଫାତ୍ ବି ମତେ ଜଣା ନାଇଁ।
ରହିକରି ଯେ ଆଉ କଣ କରିପକେଇବି ଏମିତି ତ ନାଇଁ!

Tuesday, December 1, 2020
Topic(s) of this poem: time
POET'S NOTES ABOUT THE POEM
Language- odia, the official language of odisha, India.
COMMENTS OF THE POEM
Kumarmani Mahakul 01 December 2020

ରହିଯିବାର ଆଉ ପଳେଇଯିବାର ଭିତରର ତଫାତ୍ ବି ମତେ ଜଣା ନାଇଁ। ରହିକରି ଯେ ଆଉ କଣ କରିପକେଇବି ଏମିତି ତ ନାଇଁ! ......ଖୁବ୍ ଭାବପୂର୍ଣ୍ଣ। ଜୀବନ ଦର୍ଶନର କେଇଟି ଶବ୍ଦ ବେଶ୍ ହୃଦୟସ୍ପର୍ଶୀ । ବହୁତ୍ ବହୁତ୍ ଧନ୍ୟବାଦ୍ ମିଶ୍ର ଆଜ୍ଞା । ସମ୍ପୂର୍ଣ୍ଣ ପାଞ୍ଚ ତାରକା ଏ ସୁନ୍ଦର ଗୀତ ପାଇଁ।

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success