Dr. Sada Bihari Sahu


ଜୀବନ (Life) - Poem by Dr. Sada Bihari Sahu

ବଞ୍ଚିବାର ଇଚ୍ଛା, ଜିଇଁ ବାର ସ୍ଵପ୍ନ
ଦୁଃଖ କୁ ସହି, ଆଗକୁ ବଢିବାର ଉଦ୍ୟମ
ଅନ୍ୟ ପାଇଁ ସର୍ମପିତ ଶ୍ରମ
ଏଇ ତ ଜୀବନ

ରାଗ-ରୋଷ, ପାପ-ପୁଣ୍ୟ
ଦେବାକୁ ହୁଏ ଏଠି ସବୁରି ହିସାବ
ସ୍ଵାର୍ଥର ଅଙ୍କ କଷା-କାଷି ଛାଡି
ଗତି କରୁ ଏ ଜୀବନ

ସୁଖ-ଦୁଃଖ, ହାନୀ-ଲାଭ
ହସ-ଲୁହ, ଜୟ-ପରାଜୟ
ପ୍ରତ୍ୟେକ ଜୀବନ ର ଏକ ଅଭିନ୍ନ ଅଙ୍ଗ
ଚୀର ସ୍ମରଣୀୟ ହେଉ ଏ ଜୀବନ
ଦେଇ ଆମ ଶ୍ରମ, କର୍ମ ଓ ବଳିଦାନ

Topic(s) of this poem: life


Poet's Notes about The Poem

Poem is in Odia language and talk about life.

Comments about ଜୀବନ (Life) by Dr. Sada Bihari Sahu

There is no comment submitted by members..



Read this poem in other languages

This poem has not been translated into any other language yet.

I would like to translate this poem »

word flags


Poem Submitted: Thursday, December 7, 2017



[Report Error]