ମାୟାରେ ପଡିବା
ନୁହଁ ବଡ କଥା।
ସାହସୀ ହୋଇ
ମାୟାଠୁ ବଂଚି ଆସିବା
ଆଉ ନିଜଠି
ଆନନ୍ଦ ପାଇବା
ଅସଲ ପରୀକ୍ଷା ।
ସୀମାପାର୍ ଲଢେଇରେ
କିଏ କଣ କହିଦେବା
ଆଉ କହି ସାରି
କୋଳେଇ ନେବା
ଅସଲ ପରିଚୟ ପ୍ରେମର।
ସବୁ ଆଉ ସମସ୍ତେ
ଏକ ଆଉ ଗୋଟିଏ,
ଗୋଟିଏ ଭିତରେ
ରହିଛି ବହୁ,
କରିନିଅ ଅନୁଭବ
କଥା କହୁ କହୁ।
This poem has not been translated into any other language yet.
I would like to translate this poem
ଅସଲ ପରିଚୟ ପ୍ରେମର.......love is everything................well penned....................................................10+++++++++