Mate kha,
Mu maanuchhi
Mu tuma khadya.
Khela mate
Jemiti paruchha,
Mu tuma pendu.
Maara mate
Mu tuma sikar.
Mate gana
Mu suna.
Jaha bi tume
Karibaku chahunchha
Karija
Kintu satryare.
In Odia script or Brahmi lipi;
ମତେ ଖାଅ
ମୁଁ ମାନୁଛି
ମୁଁ ତୁମ ଖାଦ୍ୟ ।
ଖେଳ ମତେ
ଯେମିତି ପାରୁଛ
ମୁଁ ତୁମ ପେଣ୍ଡୁ ।
ମାର ମତେ
ମୁଁ ତୁମ ଶିକାର ।
ମତେ ଗଣ
ମୁଁ ଶୂନ ।
ଯାହା ବି କରିବାକୁ
ତୁମେ ଚାହୁଁଛ
ଦୟାକରି କରିଯାଅ
କିନ୍ତୁ ସତ୍ୟରେ ।