Mo priya manishagana, manerakha
Jetebele tume tuma janmamaati rajyare
Bideshi bhasha byabahara karuchha tume
Tumara bokamira parichaya deuchha.
Aau mu kahibi, jetebel jae tume
Bideshibhasha kahuthiba
Tume swadhin boli kahi heba nahin.
Aau manerakha priya manishagana,
Ae abastare jibana bipadapurna.
Mu ethare achhi tumaku satarka karibaku,
Tumara paradhina abastaru aau
Rakhya karibaku tumaku tuma bhramaru.
Priya manishagana, tuma lakhya
Prathame bideshi bhasharu mukta rahibara
Ae tuma sarbobhouma rajyare.
In Odia lipi or Brahmi script;
ମୋ ପ୍ରିୟ ମଣିଷଗଣ, ମନେରଖ
ଯେତେବେଳଯାଏ ତୁମେ ତୁମ ରାଜ୍ୟ
ଜନ୍ମମାଟିରେ ବିଦେଶୀ ଭାଷା ବ୍ୟବହାର କରୁଛ
ତୁମେ ତୁମର ବୋକାମୀର ପରିଚୟ ଦେଉଛ ।
ଆଉ ମୁଁ କହିବି, ଯେତେବେଳଯାଏ ତୁମେ
ବିଦେଶୀ ଭାଷା ବ୍ୟବହାର କରୁଥିବ
ତୁମେ ସ୍ଵାଧୀନ ବୋଲି କହି ହେବ ନାହିଁ ।
ଆଉ ମନେରଖ ପ୍ରିୟ ମଣିଷଗଣ
ଏଇ ଅବସ୍ଥାରେ ଜୀବନ ବିପଦପୂର୍ଣ ।
ମୁଁ ଏଠାରେ ଅଛି ତୁମକୁ ସତର୍କ କରିବାକୁ
ତୁମର ପରାଧୀନ ଅବସ୍ଥାକୁ ଆଉ ମୁଁ
ଚେଷ୍ଟା କରୁଛି ତୁମକୁ ତୁମ ଭ୍ରମରୁ
ରକ୍ଷା କରିବାକୁ । ପ୍ରିୟ ମଣିଷଗଣ,
ତୁମର ଲକ୍ଷ୍ୟ ପ୍ରଥମେ ବିଦେଶୀ ଭାଷାରୁ
ରକ୍ଷା ପାଇବା ତୁମର ସାର୍ବଭୌମ ରାଜ୍ୟରେ ।
one should use his own language in his sovereign independent state first.