Mo sabda bhitare
Mu rahen.
Saswata-
Mo sabdagudika.
Shanti aau soundarya-
Duiti patha.
Kintu duhenjak
Sangharshara phala.
Aakasha aau aalua
Mo bhitare.
Aau mu karen
Upabhoga samaya.
In Odia lipi or Brahmi script;
ମୋ ଶବ୍ଦ ଭିତରେ
ମୁଁ ରହେଁ ।
ଶାଶ୍ଵତ -
ମୋ ଶବ୍ଦଗୁଡିକ ।
ଶାନ୍ତି ଆଉ ସୌନ୍ଦର୍ଯ୍ୟ
ଦୁଇଟି ପଥ ।
କିନ୍ତୁ ଦୁହେଁଯାକ
ସଂଘର୍ଷର ଫଳ ।
ଆକାଶ ଆଉ ଆଲୁଅ
ମୋ ଭିତରେ ।
ଆଉ ମୁଁ କରେଁ
ଉପଭୋଗ ସମୟ ।