ଅନ୍ତହୀନ ପ୍ରଶ୍ନ ଆଉ ଆମେ ସମସ୍ତେ ୟା ଭିତରେ। ପାରିବେ ନି କହି କେହି ଯାତ୍ରା ପଛାଡିଆ ନା ଆଗାଡିଆ। ଚାଲିଛି ଡକା ରୋଲ ନମ୍ୱର ଆଉ ଯାଉଛୁଁ ଆମେ ସମସ୍ତେ। ଆଉ ଆମର ସେମିତି ରୋଲ ନମ୍ୱର ନାହିଁ ଜାଣୁ ଆମେ ସେଇଟା। ଜୀବନ, ଜାଣୁ ଆମେ, ବ୍ୟର୍ଥ ଅନ୍ତର୍ଜ୍ଞାନ, ସବୁ ଗୋଲକଧନ୍ଦା।
A beautiful poem! Appreciated the underlying philosophy! (10)
Delivering Poems Around The World
Poems are the property of their respective owners. All information has been reproduced here for educational and informational purposes to benefit site visitors, and is provided at no charge...
5/5/2024 12:35:43 PM # 1.0.0.1119
A beautiful poem! Appreciated the underlying philosophy! (10)