ବାଟରେ ଏଠାରେ ସେଠାରେon The Road Here There Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାଟରେ ଏଠାରେ ସେଠାରେon The Road Here There

Rating: 5.0

ଏତେବେଳକୁ ଆମେ
ଆସିଗଲେଣି ଏତେଦୂର।
କୋଉଠୁ କେତେଦୂର ହେଉ ନି କହି ।

ତୁମେ ଅବଶ୍ୟ ଅଛ ତୁମ ଜାଗାରେ
ଆଉ ମୁଁ ମୋ ଜାଗାରେ।
ହେଉ ନି ବି କହି କଣସବୁ କିଏ ସବୁ
ବାଟରେ ଏଠାରେ ସେଠାରେ।

ତୁମେ ତୁମ ଗାଡିରେ
ଆଉ ମୁଁ ମୋର।
ଉଭୟଙ୍କ ଗାଡି ନା ଯାଉଛି ଆଗକୁ
ନା ଫେରୁଛି ପଛକୁ।

ଆମେ ପାରିନେ ରହି ନିଜଠି
ବଦଳି ଯାଇଛି ସବୁ କିଛି
ଯଦିଓ ଏତେବେଳକୁ ଏଠି।

Monday, July 16, 2018
Topic(s) of this poem: road
POET'S NOTES ABOUT THE POEM
written in odia language, odia is the official language of odisha India
COMMENTS OF THE POEM
Kumarmani Mahakul 16 July 2018

Part -2- This is a beautiful poem on present society based on philosophical ground. Thank you dear poet friend for sharing this beautiful poem.

0 0 Reply
Kumarmani Mahakul 16 July 2018

Part -a 1 ତୁମେ ତୁମ ଗାଡିରେ ଆଉ ମୁଁ ମୋର। ଉଭୟଙ୍କ ଗାଡି ନା ଯାଉଛି ଆଗକୁ ନା ଫେରୁଛି ପଛକୁ।..........ଆପଣ ବର୍ତ୍ତମାନ ସମାଜର ଏକ ନିଚ୍ଛୁକ ଚିତ୍ର ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି। ବହୁତ ସୁନ୍ଦର ଦାର୍ଶନିକ ଗୀତଟିଏ ପାଠକମାନଙ୍କୁ ଦେଇଛନ୍ତି ।। ଧନ୍ୟବାଦ କବି ବନ୍ଧୁ.।

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success