Priya satya, bhaya karen tumaku,
Bina karanare bhaya karen, jane.
Priya satya, Khola dehare aasz nahin,
Sahya kari paribi ni mu.
Ganita bhuli jaichhi mu,
Samasyara samadhan karanti
Kipari, jane na bi.
Priya satya, mate bujhaidia
Samudrara swartha pain.
Priya samudra, dharya dhara,
Kipari udibaku hue aakasre
Sikhijae tikie jiaathu.
In Odia lipi;
ପ୍ରିୟ ସତ୍ୟ, ଭୟ କରେଁ ତୁମକୁ,
ବିନା କାରଣରେ ଭୟ କରେଁ, ଜାଣେ ।
ପ୍ରିୟ ସତ୍ୟ, ଖୋଲା ଦେହରେ ଆସ ନା,
ସହି ପାରିବି ନି ମୁଁ ।
ଗଣିତ ଯାଇଛି ଭୁଲି ମୁଁ,
ସମସ୍ୟା ସମାଧାନ କରନ୍ତି କିପରି
ଜାଣେ ନା ବି ।
ମତେ ବୁଝାଇ ଦିଅ ପ୍ରିୟ ସତ୍ୟ
ସମୁଦ୍ରର ସ୍ଵାର୍ଥ ପାଇଁ ।
ପ୍ରିୟ ସମୁଦ୍ର, ଧୈର୍ଯ୍ୟ ଧର,
କିପରି ଉଡିବାକୁ ହୁଏ ଆକାଶରେ
ଶିଖିଯାଏଁ ଟିକିଏ ଜିଆଠୁ ।