Sata, ratire mu haraaen bharasamya,
Sata pratyeka sakale mu gotie nuaa manisha.
SataBahuta swapna dekhe aakashtale,
Sata, barshare mu antarhita huen.
Bahuta sata bhitare mu michha tuma aagare.
kintu sabu hajaare mu tuma
Upasttiti chahen, nisanteha.
In Odia script;
ରାତିରେ ମୁଁ ହରାଏଁ ଭାରସାମ୍ୟ, ସତ
ପ୍ରତ୍ୟେକ ସକାଳେ ମୁଁ ଗୋଟେ ନୂଆ ମଣିଷ,
ଆକାଶ ଭିତରେ ମୁଁ ଦେଖେଁ ବହୁତ ସ୍ୱପ୍ନ ।
ସତ, ବର୍ଷାରେ ମୁଁ ହୁଏଁ ଅର୍ନ୍ତର୍ହିତ ।
ବହୁତ ସତ ଭିତରେ ମୁଁ ମିଛ ତୁମ ଆଗରେ,
କିନ୍ତୁ ବିନା ସନ୍ଦେହରେ ସବୁ ଅନ୍ଧାରରେ
ଚାହେଁ ମୁଁ ତୁମ ଉପସ୍ଥିତି ।