କବିତା ସେୟାର
ଗଜାନନ ମିଶ୍ର
କବିତା ଲେଖିଲା କିଏ
କବିତାରେ ଥିଲା କଣ
କବିତାକୁ କିଏ ଲାଇକ କଲା
ଆଉ କିଏ କମେଣ୍ଟ ଦେଲା
କିଏ କଲା ପୁଣି ସେୟାର
ଏତେ ସତ୍ୱେ କବିତା ଭିତରକୁ
ଯାଇ କବିତାକୁ ବୁଝିବାକୁ ଆଉ
ବୁଝି ନିଜଠି ପରଖିବାକୁ
ଆମ ଭିତରୁ ନୁହଁ କେହି ତୟାର
ଯଦି ଥାଆନ୍ତେ ତୟାର
ଦୁନିଆଁରେ ଏତେ ଅଘଟଣ ଘଟି
ଏତେସେତେ ନ ଥାନ୍ତେ ବେକାର।
ମୋ କଥାର ପ୍ରମାଣ ଆଉ ସତ୍ୟତା
ଖୋଜିବାକୁ ମନ ଯଦି ପଢ କବିତା।
07/08/2020
This poem has not been translated into any other language yet.
I would like to translate this poem
A reader should read the poem deeply and carefully to get the true essence before liking and commenting. However such deep readers are very less. This is an amazing poem shared here.