ସମ୍ପର୍କ(Relation) Poem by Dr. Sada Bihari Sahu

ସମ୍ପର୍କ(Relation)

Rating: 5.0

ସମ୍ପର୍କ କଥା କହେ, ହସେ, କାନ୍ଦେ
ଜୀବନକୁଏକ ସୁତ୍ରେ ବାନ୍ଧେ
ସୁସମ୍ପର୍କ ଗଢେ ହସ, ଖୁସି ଓ ବନ୍ଧୁତା ରଧାରା
ଲାଗେସବୁ ସୁଗନ୍ଧିତ, ସୁମଧୁର, ସୁନ୍ଦରମୟପରା
ଛନ୍ଦ କପଟରୁ ରହେ ଅତି ଦୂରେ
ନିସ୍ଵାର୍ଥତା ରହେ ଅତି ନୀକଟରେ
ଗଢି ବାକୁ ଲାଗେ ଦିନ, ମାସ, ବର୍ଷ ଓ ପୂର୍ଣାଙ୍ଗ ଜୀବନ
ଭାଙ୍ଗି ଯାଏ କ୍ଷଣିକେ ନ ଜାଣିଲେ ନିଭାଇ ସମ୍ପର୍କର ଗୁଣ

Monday, January 1, 2018
Topic(s) of this poem: relationship
POET'S NOTES ABOUT THE POEM
Poem is in Odia language and talk about relationship.
COMMENTS OF THE POEM
Dr Dillip K Swain 06 January 2018

ସମ୍ପର୍କ କଥା କହେ, ହସେ, କାନ୍ଦେ ଜୀବନକୁଏକ ସୁତ୍ରେ ବାନ୍ଧେ.....Beautiful expression dear Sada...10

0 0 Reply
READ THIS POEM IN OTHER LANGUAGES
Close
Error Success