ଗଣତନ୍ତ୍ର
ଗଜାନନ ମିଶ୍ର
ଆଇନ ଉପରେ ଆଇନ
ନିୟମ ଉପରେ ନିୟମ
କରୁ କରୁ ଗଲାଣି କେତେ ପିଢି,
ଆଉ ଏଣେ ମା ଗଲାଣି ମରି,
ମାଟି ଗଲାଣି ଉଜୁଡି,
ଭାଷା ହେଉ ନି ସଜାଡି,
ମହାପାତ୍ରଙ୍କ ମୁନାଫା କୋଟି କୋଟି,
ଆମ ତୁମଙ୍କର ବନ୍ଦ ପାଟି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
26/8/2019
This poem has not been translated into any other language yet.
I would like to translate this poem
A beautiful poem dear elder brother! Well penned....10