ତେରରୁ ସାତ
ଗଜାନନ ମିଶ୍ର
ତେରରୁ ସାତ ଗଲାପରେ
ରହିଲା ଯାହା ମାରିନେଲା
ସବୁ ରାହୁଳ ଦ୍ରାବିଡ।
ପଡିଲା ନି ଆଉ
କାହା ଭାଗରେ କିଛି।
ହୋଇଗଲା ଫେଲ
ସବୁ ହଟଚମଟ।
ଖୁବଖୁସ୍ ରାଜ୍ୟରେ
ପଡିଗଲା ଚହଳ
କିଏ ସେ ଯିଏ ସତକୁ ସତ
ଜିଣିଲା ସବୁ ରାକ୍ଷସ।
କୋକୁଆ ରଚିଲା କୋରୋନା,
ନା ନା ଆଉ ଅଧିକରେ
ଫାଏଦା ନାଇଁ ନନା।
ତପୋବନ,ଟିଟିଲାଗଡ, ବଲାଙ୍ଗିର
04/03/2020
This poem has not been translated into any other language yet.
I would like to translate this poem
Coronavirus is very dangerous! This is a wonderful write........10+++++