ଅଭିମାନ (Sulk) Poem by Abhaya Kumar Pradhan

ଅଭିମାନ (Sulk)

Rating: 5.0

ତୁମର ସଵୁ ଅଭିମାନ
ସୁଦୁ ପିଲାଳିଆମୀ
ବାପ୍ ରେ! ରାଗିଯାଅ
ଛୋଟଛୋଟ କଥାରେ
ବସିଯାଅ ମୁହଁ ଫୁଲାଇ
ମିରର୍ ସାମ୍ନାରେ
ମିଛ ରାଗ ତଳେ ଲୁଚିଯାଏ ତୁମ ମିଠା ହସ
ଗୋଟିଗୋଟି କରି ଗଣିବସ ମୋର ଦୋଷ
ହେଲେ ଜାଣେ, ତୁମେ ଭଲପାଅ
ମୋତେ ଓ ମୋ ଦୁଷ୍ଟାମୀ
ତୁମର ସବୁ ଅଭିମାନ
ସୁଦୁ........

COMMENTS OF THE POEM
Subhas Chandra Chakra 04 March 2018

ବହୁତ ସୁନ୍ଦର ଲେଖୁଚନ୍ତି ଆପଣ, ଏଇ କବିତା ଭିତରେ ଆପଣଙ୍କ ହୃଦୟ ର କୋମଳ, ସ୍ନେହ ଭିଜା ଅଭ୍ୟନ୍ତର ସ୍ପଷ୍ଟ ଦିଶିଯାଉଛି। କବିତା ଟି ପାଇଁ ଅଶେଷ ଧନ୍ୟବାଦ। 10+++for the poem shared. Subhas

1 0 Reply

ଧନ୍ୟବାଦ ସାର୍! ଜାଣି ଖୁସିହେଲି, ମୋ ହୃଦୟର ଭାବନା ତରଙ୍ଗ ଆପଣଙ୍କ ହୃଦୟକୁ ଛୁଇଁ ପାରିଲା ଏବଂ ଆପଣଙ୍କ ଶ୍ରଦ୍ଧାଭରା ପ୍ରତ୍ୟେକଟି ଶବ୍ଦ ମୋ ପାଇଁ ଆର୍ଶୀବାଦ ସ୍ୱରୂପ l

0 0
READ THIS POEM IN OTHER LANGUAGES
Close
Error Success