Surya kha, pia chandra,
Pabanare sua, aakashare dekha swapna.
Ethi raha sabubele, kuha naa bidaaya.
Tuma pain bandhu, aame sttira.
Nahin aamathi soubhagya chinha.
Tathapi badhu aame aagaku,
Ehi bidhibadhha poshakare.
-
In Odia or Brahmi script;
ସୂର୍ଯ୍ୟ ଖାଅ, ପିଅ ଚନ୍ଦ୍ର,
ପବନରେ ଶୁଅ, ଆକାଶରେ ଦେଖ ସ୍ଵପ୍ନ ।
ଏଠି ରହ ସବୁବେଳେ, କୁହ ନା ବିଦାୟ ।
ତୁମ ପାଇଁ ବନ୍ଧୁ, ଆମେ ସ୍ଥିର ।
ନାହିଁଆମଠି ସୌଭାଗ୍ୟ ଚିହ୍ନ ।
ତଥାପି ବଢୁ ଆମେ ଆଗକୁ
ଏହି ବିଧିବଦ୍ଧ ପୋଷାକରେ ।