Swarga nuhen
Mor lakhyasttana.
Bhabisyata puraskar pain
Nuhan mor kama.
Kichhi nahin
Mor swapnare.
Mu mulya die
Staya upare
Deithibaa rayku.
Dhana aau padabi
Pachhare godaunathibaa
Sadharana manishaku
Mu sammana dien.
Manisha, mu
Namaskar karuchhi tumaku.
In Odia lipi or Brahmi script;
ସ୍ଵର୍ଗ ନୁହେଁ
ମୋର ଲକ୍ଷ୍ୟସ୍ଥାନ,
ଭବିଷ୍ୟତ ପୁରସ୍କାର ପାଇଁ
ନୁହଁ ମୋର କାମ ।
କିଛି ନାହିଁ
ମୋର ସ୍ଵପ୍ନରେ ।
ମୁଁ ମୂଲ୍ୟ ଦିଏ
ସତ୍ୟ ଆଧାରିତ ରାୟ ।
ଧନ ଆଉ ପଦବୀ ପଛରେ
ଗୋଡାଉ ନ ଥିବା
ସାଧାରଣ ଲୋକକୁ
ଦିଏ ମୁଁ ସମ୍ମାନ ।
ମଣିଷ, ମୁଁ
କରୁଛି ନମସ୍କାର ତୁମକୁ ।
selfless serivice is the best