ସାଙ୍ଗ କହ କି ଶତ୍ରୁ କହ,
ମୁଁ ତୁମର।
ତୁମର ହୋଇ ଥିଲି,
ଅଛି, ରହିବି।
ଶତ୍ରୁ କହ କି
କହ ମିତ୍ର,
ମୁଁ ନ ଥିଲି,
ରହିବି ନି,
ଏବେ ବି ନାଇଁ,
କାହାର ହୋଇ
କୋଉଠି।
ତୁମର ହୋଇ
ତୁମର ନ ହୋଇ
କିଛି ଅର୍ଥ ନାଇଁ।
English rendering;
Tell friend or enemy
I am yours.
I was yours,
I am yours,
I will be yours.
Tell enemy or friend
I was not there
I will not be there,
Not also now
Anywhere with
Anyone.
No meaning
With you
Or without you.
This poem has not been translated into any other language yet.
I would like to translate this poem
nice witty poem penned