ପୁଷ୍ପାଳୟରେ ପୁଷ୍ପ ନେଇଁ
ବିଦ୍ୟାଳୟରେ ବିଦ୍ୟା ନେଇଁ
ନ୍ୟାୟାଳୟରେ ନ୍ୟାୟ ନେଇଁ
କାଣା ଆରୁ କେନ ମିଲବା
ବତେଇ ଦିଅ ଗୁସେଇଁ।
ଚମତ୍କାର ଶୈଳୀରେ ଉପସ୍ଥାପନା କରିଛନ୍ତି, ସଂକ୍ଷିପ୍ତ ମାତ୍ର ଭାବପୂର୍ଣ କବିତା ।
This poem has not been translated into any other language yet.
I would like to translate this poem
Badhia laagila, sata stapratisata