ନେଇଁ କହ ନ କେନେକେ ଜିମି,
ନେଇଁ କହ ନ କାଣା ହେମି,
ନେଇଁ କହ ନ କାଣା ପାଏମି।
ଆରୁ କାଣା ପାଏବ
କେନକେ ଗଲେ?
କାଣା ଆରୁ ହେବ
କେନ କେତେବେଲେ?
ଇ ସବୁ ଶୁଇନ ଭିତରେ!
This poem has not been translated into any other language yet.
I would like to translate this poem
A nice philosophical poem having vast meaning in the emptiness has been amazingly posted in Koshali language. Thank you sir.