To see life,
No one is here.
To tell the truth openly,
No one is here.
But so many people are here
With me and they are telling
They all love me
And they are living.
Sorry friends,
Excuse me, I am not yours.
I see no life in you.
And I am there for you,
And I raise my voice
In your language to establish the truth.
...
Rendering into Odia, script is Brahmi;
କେହି ନାହାନ୍ତି ଏଠି
ଦେଖିବାକୁ ଜୀବନ।
ଖୋଲାଖୋଲି ସତ୍ୟ କହିବାକୁ
କେହି ନାହାନ୍ତି ଏଠି।
କିନ୍ତୁ ମୋ ସହିତ ଅଛନ୍ତି ଅନେକ ଲୋକ
ଆଉ ସେମାନେ ସମସ୍ତେ କହୁଛନ୍ତି
ମତେ ଭଲ ପାଆନ୍ତି ଆଉ
ବଂଚୁଛନ୍ତି ମୋ ସହିତ।
ଦୁଃଖ ପ୍ରକାଶ କରୁଛି ବନ୍ଧୁଗଣ,
କ୍ଷମାକର ମତେ, ମୁଁ ତୁମର ନୁହଁ।
ତୁମ ଭିତରେ ମୁଁ ଦେଖୁ ନାହିଁ ଜୀବନ।
ଅଛି ମୁଁ ତୁମ ପାଇଁ କିନ୍ତୁ
ଆଉ ମୁଁ ମୋର ପାଟି ଖୋଲୁଛି
ତୁମ ଭାଷାରେ ସତ୍ୟ ପ୍ରତିଷ୍ଠା ପାଇଁ।
Dear men live life like a lion, be brave to express the truth
This poem has not been translated into any other language yet.
I would like to translate this poem
Sorry friends, Excuse me, I am not yours. I see no life in you. And I am there for you, And I raise my voice In your language to establish the truth. ...........touching expression with nice theme. Beautiful poem.