Tuma hrudaya jaane mu - swachha,
Kintu tuma mana?
Spasta kahile - apariskruta.
Sukhare dekha hue tumar
Kintu dukhare
Hue naa dekha.
Tathapi, tume mo swapnare,
Aau mu tuma sathire.
Tuma bahi mu padhe
Kintu parini bujhi a jae.
Mu jaane tumetume sabubele
Mo katha chhadei kahidia.
-
In Odia script;
ତୁମ ହୃଦୟ ଜାଣେ ମୁଁ- ସ୍ଵଚ୍ଛ,
କିନ୍ତୁ ତୁମ ମନ?
ସ୍ପଷ୍ଟ କହିଲେ- ଅପରିଷ୍କୃତ ।
ସୁଖରେ ଦେଖା ହୁଏ ତୁମର
କିନ୍ତୁ ଦୁଃଖରେ
ହୁଏ ନା ଦେଖା ।
ତଥାପି ତୁମେ ମୋ ସ୍ଵପ୍ନରେ,
ଆଉ ମୁଁ ତୁମ ସାଥୀରେ ।
ତୁମ ବହି ପଢେ ମୁଁ
କିନ୍ତୁ ପାରି ନି ବୁଝି ଏ ଯାଏ ।
ମୁଁ ଜାଣେ ସବୁବେଳେ ତୁମେ
ମୋଠୁ କଥା ଛଡେଇ ନେଇ କହିଦିଅ ।
let us keep our heart and mind both clean