1.
ଛେଲମାନକେ ନେଇ କରି
ଧାନ ମଡେଇ ହେବା କେଁ?
ଚଟିଁଆମାନକେ ନେଇକରି
ଆକାଶ ମାପି ହେବା କେଁ?
ଆଏଉପାଏ ଜେତକର କଲେ ଭି
ପଥର ଉଠିକରି ଉଡବା କେଁ?
2.
ଝନେ ଜଦରଭି ବାଟ ଚାଲବା ଏକ ଲହସି,
କେନ ଚିକିରପୋ ଅଛେ ଜେ ପାରବା ଅଟକେଇ।
ଜେନ ପହଂଚିମି ବଲବା
ଅଲବତ୍ ପହଂଚିବା ହେନ।
କିହେ ଭି ଅଟକେଇ ନେଇ ପାରନ୍ ।
This poem has not been translated into any other language yet.
I would like to translate this poem
ଠିକ୍ କଥା ଆୟ. ଗୀତ ବଢିଆ ହୋଇଛେ ସାର୍, ଧନ୍ୟବାଦ୍.