ଓଠଧାରରେ କିଏ ମାଖିଛି ରଂଗ
ଯେ ପଇଟୁନି ଶବ୍ଦ?
ପାଦଯୁଗଳରେ କିଏ ବା ବାନ୍ଧିଛି ଘୁଂଗୁର ଯେ
ହାତରୁ ଖସିପଡୁଛି ଖଡ୍ଗ?
ଦେଖ ଦେଖ କବି!
ପୂର୍ବାକାଶେ ଉଇଁଲାଣି ନବରବି
ଛିଡେଇ ଦିଅ ସବୁ ଶ୍ରୁଂଖଳ
ଏବେ ସକାଳର ଆବାହନୀ
ଗାଇବାର ବେଳ ।
WHAT IS THE BEAUTIFUL POEM......SO NICE....ODIA POEM...ABOUT THE SUNRISE.......
ପାଦଯୁଗଳରେ କିଏ ବା ବାନ୍ଧିଛି ଘୁଂଗୁର ଯେ ହାତରୁ ଖସିପଡୁଛି ଖଡ୍ଗ? Lovely line I enjoy this poem 10++++
Well penned dear Binaya! I would love to read many such beautiful poems in Odiya! (10)
This poem has not been translated into any other language yet.
I would like to translate this poem
WHAT IS THE BEAUTIFUL POEM....SO NICE ODIA POEM.......
Thanks for such a nice remark on my poem.