ଫୁଲଟିଏ ହୋଇ ରହିବାକୁ ଦେ
ଗଭା ଗଜରାରେ ତୋର
ଆୟୁଷେଜୀବନ ଅବା ଦେବତାର
ପ୍ରେମ ଲୋଡ଼ା ନାହିଁ ମୋର,
ରାତି ପାହିଗଲେ ପଥଧାରେ ପଛେ
କାଢି ଫିଙ୍ଗି ଦେ ତୁ ଖୋଲି
ରାତିଏ ଆୟୁଷେଅମର କରିଦେ
କିଏ ବା ଦେଖିଛି କାଲି? ।।20.2.2019PH
ତପନ ଦୀକ୍ଷିତ(ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
This poem has not been translated into any other language yet.
I would like to translate this poem