ପ୍ରେମ ପ୍ୟାକେଜ୍ Poem by Tapan Dixit

ପ୍ରେମ ପ୍ୟାକେଜ୍

ପ୍ରଥମ ଦେଖାରେ ନାଁ ନାଁ କଲ
ଦ୍ୱିତୀୟ ଦେଖାରେ ନଂ କୁ ଦେଲ
ତୃତୀୟ ରେ ଦେଲ ମ୍ୟାସେଜ୍,
ଭୁଲି ବୋଧେ ସେଇ ଭ୍ୟାଲେଣ୍ଟାଇନ୍ରେ
ଦେଇଦେଲ ଆମପ୍ରମିଜ୍ କୁ ଛାଡି
ଆଉ କାହାକୁ ମୋ ପ୍ୟାକେଜ୍,
ଆଉ ଫେସବୁକ୍ କୁ ଆସୁନ
ସେୟାର୍ ଚ୍ୟାଟ୍ ରେ ବସୁନ
ଟିକ୍ ଟକ୍ ରେ ଦିଲ୍ ଖୋଲି ଜମ୍ମା
ଆଜି କାଲି ଆଉ ହସୁନ
ଆଜି କାଇଁ ଭାରି ନିଆରା ଲାଗୁଛ
ଖୋଲି କରି ଟିକେ କହୁନ।।ବେଳାଭୂମି

ପ୍ରେମ ପ୍ୟାକେଜ୍
Thursday, February 21, 2019
Topic(s) of this poem: love
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success