ଜାଣେ ନାଇଁ
କେଉଁଠୁ ଆସିଲା ଏଇ
ଅଦିନିଆ ମେଘ -
ବର୍ଷିବା ଆଗରୁ
ମୋର ଦେହ ମନ
ଅନ୍ତରକୁ ଓଦା କରିଦେଲା,
ଭିଜିରଲା
ଅତୃପ୍ତି ଓ ବେଦନାର
ଅସରା ନିଦାଘ ।।
ତମ ଚାଲିଗଲା ଦିନୁଁ
ଏ ସାରା ଆକ।ଶ
ଭରିଥିଲା ମଉନ ଓ
ନିଃସଙ୍ଗ ତାରା ରେ ।
ଏବେ ତୁମ ସ୍ବର ର ଝଙ୍କାର
ଏ ଅନ୍ତର ଯମୁନା ରେ
ଆଣିବ ଜୁଆର ।।
ଭରି ନୀଳ ଅନ୍ତରଙ୍ଗ ସ୍ବର
ତୁମ ଓଠ ମୋହନ ବଂଶୀ ରେ,
ଭରିଦେବ
ମୋ ଜୀବନେ ସାତ ରଙ୍ଗ ସ୍ବର ।।
ତମ ଚାଲିଗଲା ଦିନୁଁ ଏ ସାରା ଆକ।ଶ ଭରିଥିଲା ମଉନ ଓ ନିଃସଙ୍ଗ ତାରା ରେ । ଏବେ ତୁମ ସ୍ବର ର ଝଙ୍କାର ଏ ଅନ୍ତର ଯମୁନା ରେ ଆଣିବ ଜୁଆର ।। sweat poem shairing 10++++++👍👍👍👍

Thanks dear Rajendra, Thanks for such lavishing remarks and beautiful words of encouragement.
Thanks Rajendra, Thanks for such lavishing remarks and beautiful words of encouragement.
ତମ ଚାଲିଗଲା ଦିନୁଁ ଏ ସାରା ଆକ।ଶ ଭରିଥିଲା ମଉନ ଓ ନିଃସଙ୍ଗ ତାରା ରେ । ଏବେ ତୁମ ସ୍ବର ର ଝଙ୍କାର ଏ ଅନ୍ତର ଯମୁନା ରେ ଆଣିବ ଜୁଆର ।। sweat poem shairing 10++++++👍👍👍👍
Thanks for the 10's. Thanks for such lavishing remarks and beautiful words of encouragement.
Yes Rajendra, Thanks for such lavishing remarks and beautiful words of encouragement.
ତମ ଚାଲିଗଲା ଦିନୁଁ ଏ ସାରା ଆକ।ଶ ଭରିଥିଲା ମଉନ ଓ ନିଃସଙ୍ଗ ତାରା ରେ । ଏବେ ତୁମ ସ୍ବର ର ଝଙ୍କାର ଏ ଅନ୍ତର ଯମୁନା ରେ ଆଣିବ ଜୁଆର ।। sweat poem shairing 10++++++👍👍👍👍
This poem has not been translated into any other language yet.
I would like to translate this poem
ତମ ଚାଲିଗଲା ଦିନୁଁ ଏ ସାରା ଆକ।ଶ ଭରିଥିଲା ମଉନ ଓ ନିଃସଙ୍ଗ ତାରା ରେ । ଏବେ ତୁମ ସ୍ବର ର ଝଙ୍କାର ଏ ଅନ୍ତର ଯମୁନା ରେ ଆଣିବ ଜୁଆର ।। sweat poem shairing 10++++++👍👍👍👍
Thanks dear Rajendra for such lavishing remarks and beautiful words of encouragement.