ସ୍ମୃତି ର ସୀମା ରେ
ଏବେ ତୁମେ ବନ୍ଦୀ,
ବନ୍ଦୀ ତୁମ-
ଆକାର ଓ ଆକାଶ ର
ଚଉହଦ,
ସ୍ଥିତି ଆଉ ଶୂନ୍ୟତା ର
ଚାରିକୋଣ,
ଚଉଦିଗ,
ବ୍ୟାପ୍ତି ଅବା ବିସ୍ମୃତି ର
ଆରମ୍ଭ ଓ ଅନ୍ତିମ ର
ସୀମା ସରହଦ ।।
Lovely shared. A beautifully described poem. I enjoy it. 10++++
ସ୍ମୃତି ର ସୀମା ରେ ଏବେ ତୁମେ ବନ୍ଦୀ, ବନ୍ଦୀ ତୁମ- ଆକାର ଓ ଆକାଶ ର ଚଉହଦ, Ah..such lovely beginning. Nicely crafted. 10++++++++++++
ସ୍ମୃତି ର ସୀମା ରେ ଏବେ ତୁମେ ବନ୍ଦୀ, ବନ୍ଦୀ ତୁମ- ଆକାର ଓ ଆକାଶ ର ଚଉହଦ, Ah..such lovely beginning. Nicely crafted.
a Chakra ସ୍ମୃତି ର ସୀମା ରେ ଏବେ ତୁମେ ବନ୍ଦୀ, ବନ୍ଦୀ ତୁମ- ଆକାର ଓ ଆକାଶ this line is so fantastic describe 10++++++
ସ୍ମୃତି ର ସୀମା ରେ ଏବେ ତୁମେ ବନ୍ଦୀ, ବନ୍ଦୀ ତୁମ- ଆକାର ଓ ଆକାଶ ର ଚଉହଦ, Ah..such lovely beginning. great sharing. 10+++
This poem has not been translated into any other language yet.
I would like to translate this poem
ଆକାର ଓ ଆକାଶ ର ଚଉହଦ, ସ୍ଥିତି ଆଉ ଶୂନ୍ୟତା ର so fantastic line thanks for shearing a nice poem 10++++++++! +
Thanks for the nice remarks, Ranjan.