କେବେ ପାଶେ...କେବେ ଦୂରେ - 01 (Kebe Paase...Kebe Dure-01/Odia Poem) Poem by Subhas Chandra Chakra

କେବେ ପାଶେ...କେବେ ଦୂରେ - 01 (Kebe Paase...Kebe Dure-01/Odia Poem)

Rating: 5.0

ଆଉ ଥରେ ଆଣିଦେଲ

ଲୁହ ର ଶ୍ରାବଣ,

ମୋ ଅନ୍ତର ଉପତ୍ୟକା

କୋହ ର ପ୍ଲାବନ ।



ତମେ ଖୋଲି ଦେଲ ପୁଣି-

ଅତୀତ ଝରକା,

ମୋ ମଶାଣୀ ମଧୁଶଯ୍ୟା

କାହାଣୀ ର ଧକ୍କା ।।



ତମ ଆଖି ଚାହାଣୀ ର

ନୀଳ ନିଆଁ ଧାସ

ଜଳାଏ ମୋ ମନ ତଳ,

ନିଃଶ୍ୱାସ, ବିଶ୍ୱାସ ।।


ତମ ଠାରୁ ଦୂରତା ମୋ

ଶ୍ୱାସ ରୋଧ କରେ,

ଥାଅ ଯେତେ ପାଶେ ଅବା

ଥାଅ କାହିଁ ଦୂରେ ।।

କେବେ ପାଶେ...କେବେ ଦୂରେ - 01 (Kebe Paase...Kebe Dure-01/Odia Poem)
Sunday, December 10, 2017
Topic(s) of this poem: heart love,heart song,loneliness,longing,love,love and dreams,love and friendship,love and life
COMMENTS OF THE POEM
Rajendra Rout 07 March 2018

ତମ ଆଖି ଚାହାଣୀ ର ନୀଳ ନିଆଁ ଧାସ ଜଳାଏ ମୋ ମନ ତଳ, ନିଃଶ୍ୱାସ, ବିଶ୍ୱାସ I enjoy this romantic poem

1 0 Reply
D Priyanka Singh 11 December 2017

ତମ ଠାରୁ ଦୂରତା ମୋ ଶ୍ୱାସ ରୋଧ କରେ, ଥାଅ ଯେତେ ପାଶେ ଅବା ଥାଅ କାହିଁ ଦୂରେ । A lovely shade of true love that gives heart a great deal of solace. well penned, thanks for the sharing. 10+++++++ DP

2 0 Reply
D Priyanka Singh 11 December 2017

ତମ ଠାରୁ ଦୂରତା ମୋ ଶ୍ୱାସ ରୋଧ କରେ, ଥାଅ ଯେତେ ପାଶେ ଅବା ଥାଅ କାହିଁ ଦୂରେ । A lovely shade of true love that gives heart a great deal of solace. well penned, thanks for the sharing.

3 0 Reply
Ranjan Kumar Ghosh 11 December 2017

Thanks sir I really enjoy your lovely poem10 10++++++

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success