ତୁମ ସ୍ମୃତି ବିସ୍ମୃତି ର
ଦୂର ଚକ୍ରବାଳେ
ଟକ୍ ମକ୍ ଫୁଟୁଥାଏ
ମୋ ଅବ୍ୟକ୍ତ
ତୃଷ୍ଣା ର ସାଗର,
ତମେ କିନ୍ତୁ ଛପିଥାଅ
ସାତ ତାଳ ପାଣି ପଙ୍କ ତଳେ
ଜୀବନ ପେଚିକା ପରି
ଦୁଷ୍ଟ ଅସୁର ର ।।
ସେ ପାରି ର ଡାକ
ଭାସି ଆସେ
ଅଧା ରାତି, ଅଧା ଜହ୍ନ,
ପାଉଁଶିଆ, କୁହୁଡିଆ
ଶୀତଳ ପବନେ ।।
ମରଣ ର ମତୁଆଲା ସ୍ୱର
ମଧୁଗୀତି, ଭିଜୁଥାଏ
ଜୀବନ କୁଞ୍ଜ ରେ
ଦରଦିଆ
ବଂଶୀ ସ୍ୱନେ ସ୍ୱନେ ।।
. It is the voice unuttered which often remains inexplicable, hidden under the veils of the blurred mist of time and space Lovely poem shared. 10+++++++++
. It is the voice unuttered which often remains inexplicable, hidden under the veils of the blurred mist of time and space Lovely poem shared.
ସେ ପାରି ର ଡାକ ଭାସି ଆସେ ଅଧା ରାତି, ଅଧା ଜହ୍ନ, ପାଉଁଶିଆ, କୁହୁଡିଆ ଶୀତଳ ପବନେ ।। It is a very beautiful poem. I enjoy this lovely poem
ମରଣ ର ମତୁଆଲା ସ୍ୱର ମଧୁଗୀତି, ଭିଜୁଥାଏ ଜୀବନ କୁଞ୍ଜ ରେ ଦରଦିଆ ବଂଶୀ ସ୍ୱନେ ସ୍ୱନେ ।। Lovely poem shared here. 10+++++
ମରଣ ର ମତୁଆଲା ସ୍ୱର ମଧୁଗୀତି, ଭିଜୁଥାଏ ଜୀବନ କୁଞ୍ଜ ରେ ଦରଦିଆ ବଂଶୀ ସ୍ୱନେ ସ୍ୱନେ ।। Lovely poem shared here.
This poem has not been translated into any other language yet.
I would like to translate this poem
A very beautiful and symbolic poem that very well describes the voice of time in the most perfect way. 10++++ for the great sharing.
Thanks dear for your heartfelt remarks and evaluation.