ଶରତ ର ଗୀତ- 04 (Songs Of Autumn-04/ Odia Poem) Poem by Subhas Chandra Chakra

ଶରତ ର ଗୀତ- 04 (Songs Of Autumn-04/ Odia Poem)

Rating: 5.0

ଆର ପାଖେ ସମୟ କୁ

ଅନାଗତ ସପନ ର

ମହ ମହ ବଉଳ ବାସ୍ନା କୁ-


ଝୁରୁଥାଏ ସମ୍ମିଳିତ କୁଆଁରୀ ଓଠ ର

ଜୁଆରିଆ ହସ ଆଉ

ଗୀତ ର ଫୁଆର,

ଫୁଲ ବଉଳ ବେଣୀ ର

ନିର୍ଦ୍ଧାରିତ ରାଗ ରେ, ଛନ୍ଦ ରେ ।।


ଶରତ ର ବେଳ ବୁଡିଯାଏ

ମାଈ କାକର ରେ,

ପାନ୍ଡୁରିତ ଗୋଧୁଳି ର

ରକ୍ତ ଆଉ ଅବିର ମୁହଁ ରେ ।।

Wednesday, February 14, 2018
Topic(s) of this poem: autumn
COMMENTS OF THE POEM
D Priyanka Singh 02 March 2018

ଅନାଗତ ସପନ ର / ମହ ମହ ବଉଳ ବାସ୍ନା କୁ- ଝୁରୁଥାଏ ସମ୍ମିଳିତ କୁଆଁରୀ ଓଠ ର ଜୁଆରିଆ ହସ ଆଉ/ ଗୀତ ର ଫୁଆର, Lovely poem on Indian Autumn at night. Thanks for sharing. 10++++++++++

2 0 Reply

Hey Priya, , thanks dear for the great remarks and these words of encouragement.

0 0
D Priyanka Singh 02 March 2018

ଅନାଗତ ସପନ ର / ମହ ମହ ବଉଳ ବାସ୍ନା କୁ- ଝୁରୁଥାଏ ସମ୍ମିଳିତ କୁଆଁରୀ ଓଠ ର ଜୁଆରିଆ ହସ ଆଉ/ ଗୀତ ର ଫୁଆର, Lovely poem on Indian Autumn at night. Thanks for sharing.

2 0 Reply

Priyanka, , thanks dear for the great remarks and these words of encouragement.

0 0
Sabita Sahoo 02 March 2018

ଶରତ ର ବେଳ ବୁଡିଯାଏ ମାଈ କାକର ରେ, ପାନ୍ଡୁରିତ ଗୋଧୁଳି ର ରକ୍ତ ଆଉ ଅବିର ମୁହଁ ରେ ।। A lovely poem on nature in autumn. Thanks for the sharing. 10++++++++++

2 0 Reply

Dear Sabita, , thanks dear for the great remarks and these words of encouragement.

0 0
Sabita Sahoo 02 March 2018

ଶରତ ର ବେଳ ବୁଡିଯାଏ ମାଈ କାକର ରେ, ପାନ୍ଡୁରିତ ଗୋଧୁଳି ର ରକ୍ତ ଆଉ ଅବିର ମୁହଁ ରେ ।। A lovely poem on nature in autumn. Thanks for the sharing.

2 0 Reply

Sabita, , thanks dear for the great remarks and these words of encouragement.

0 0
Prativa Rani 14 February 2018

ଶରତ ର ବେଳ ବୁଡିଯାଏ ମାଈ କାକର ରେ, ପାନ୍ଡୁରିତ ଗୋଧୁଳି ର ରକ୍ତ ଆଉ ଅବିର ମୁହଁ ରେ ।। What an artistic poem sir. So lovely is the sketch of the autumn dusk time. 10+++

4 0 Reply
Subhas Chandra Chakra 20 February 2018

Pratibha, thanks dear for the great remarks and these words of encouragement.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success