ଶବ୍ଦ ର ଇନ୍ଦ୍ରଜାଲ - 05 Poem by Subhas Chandra Chakra

ଶବ୍ଦ ର ଇନ୍ଦ୍ରଜାଲ - 05

Rating: 5.0

-୫-ହଜିଲା ଅତୀତ ଛୁଆଁ

କାଲି ପରି ଲାଗେ
ହଜିଲା ଅତୀତ
ଭିଜା ଫଗୁଣ ର ଛୁଆଁଁ

ରାତି ଅଧ ଯାଏ
ଲୁଚା ଚୋରା କଥା
ତଥାପି ରହେ ଅକୁହା।

Friday, September 6, 2019
Topic(s) of this poem: illusion,miracle,mirage,words
COMMENTS OF THE POEM
Bhagabat Prasad Hotta 16 September 2019

ହଜିଲା ଅତୀତ ଛୁଆଁ କାଲି ପରି ଲାଗେ ହଜିଲା ଅତୀତ ଭିଜା ଫଗୁଣ ର ଛୁଆଁଁ ରାତି ଅଧ ଯାଏ ଲୁଚା ଚୋରା କଥା ତଥାପି ରହେ ଅକୁହା। So beautiful poem.Really a great poem.This is a poem of high rated.Thanks for sharing poetic thoughts..

0 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success