-୬-ଜହ୍ନ ରାତି ର ସ୍ୱର
ଏବେ ବି ରହିଛି
ନଈ ସେ ପାରି ର
ପାଉଁଶିଆ ଜହ୍ନ ରାତି,
ସେ ପବନ ଆସି
ଛୁଇଁ ଗଲେ ରହେ
ଉଜାଗର ସାରା ରାତି।
This is a poem, poem of high rank.Anyone can attract to this poem like bees.
This poem has not been translated into any other language yet.
I would like to translate this poem
Such an amazing short poem..Love it. Loved it.. ଏବେ ବି ରହିଛି ନଈ ସେ ପାରି ର ପାଉଁଶିଆ ଜହ୍ନ ରାତି, ସେ ପବନ ଆସି ଛୁଇଁ ଗଲେ ରହେ ଉଜାଗର ସାରା ରାତି। Thanks for sharing it.