ତୁମେ ଯେବେ ଥାଅ ଦୂରେ ଦୂରେ
ଅବା ମୋର ଆତ୍ମା ରେ, ଅନ୍ତରେ-
ମାଟି, ପାଣି, ପବନ ରେ
ନୀଳ ନୀଳ ସାଗରେ ବା
ଆକାଶ ର ଅନ୍ତ ହୀନ
ନୀଳ ଆକାଙ୍ଂକ୍ଷା ରେ
ଅବା ଏଇ ସମୟ ର
ଏ ପାରେ, ସେ ପାରେ -
ତୁମକୁ ମୁଁ ଭୂଲିବା ର
ପୂର୍ବ ମୂହୁର୍ତ୍ତ ରେ ।
ତୁମେ ଆସ
ଆଉ ଥରେ ପୂନର୍ଜନ୍ମ ନେଇ,
ପୁନ8ପୁନ8 ଜାଳି
ମୋର ମଶାଣି ରେ
ମୋ ଦେହ ର ସବୁ ଯାକ
ଅଧାଲେଖା ଗୀତି,
ମୋ ମନ ର ଅବଶିଷ୍ଟ
ଅଧା ଲେଖା ସ୍ମୃତି,
ଆଉ ଥରେ ମୋ ଭିତରେ
ବାର ବାର ଆତ୍ମା ରେ ଆତ୍ମା ରେ ।।
ତୁମେ ଆସ ଆଉ ଥରେ ପୂନର୍ଜନ୍ମ ନେଇ, ପୁନ8ପୁନ8 ଜାଳି ମୋର ମଶାଣି ରେ ମୋ ଦେହ ର ସବୁ ଯାକ ଅଧାଲେଖା ଗୀତି, Lovely lines. Loved the poem so much Sir. Thanks. 10++++++++++++++
ତୁମେ ଆସ ଆଉ ଥରେ ପୂନର୍ଜନ୍ମ ନେଇ, ପୁନ8ପୁନ8 ଜାଳି ମୋର ମଶାଣି ରେ ମୋ ଦେହ ର ସବୁ ଯାକ ଅଧାଲେଖା ଗୀତି, Lovely lines. Loved the poem so much Sir. Thanks.
ତୁମେ ଯେବେ ଥାଅ ଦୂରେ ଦୂରେ ଅବା ମୋର ଆତ୍ମା ରେ, ଅନ୍ତରେ- ମାଟି, ପାଣି, ପବନ ରେ ନୀଳ ନୀଳ ସାଗରେ ବା ଆକାଶ ର ଅନ୍ତ ହୀନ ନୀଳ ଆକାଙ୍ଂକ୍ଷା ରେ ଅବା ଏଇ ସମୟ ର ଏ ପାରେ, ସେ ପାରେ - ତୁମକୁ ମୁଁ ଭୂଲିବା ର ପୂର୍ବ ମୂହୁର୍ତ୍ତ ରେ । It's is a great poem and let fully enjoy this poem.
ଅବା ମୋର ଆତ୍ମା ରେ, ଅନ୍ତରେ- ମାଟି, ପାଣି, ପବନ ରେ ନୀଳ ନୀଳ ସାଗରେ ବା ଆକାଶ ର ଅନ୍ତ ହୀନ ନୀଳ ଆକାଙ୍ଂକ୍ଷା ରେ thanks for sharing a great love poem 10+++++++
Thank you dear Ranjan for the beautiful words of encouragement.
This poem has not been translated into any other language yet.
I would like to translate this poem
ମାଟି, ପାଣି, ପବନ ରେ ନୀଳ ନୀଳ ସାଗରେ ବା ଆକାଶ ର ଅନ୍ତ ହୀନ ନୀଳ ଆକାଙ୍ଂକ୍ଷା ରେ ଅବା ଏଇ ସମୟ ର ଏ ପାରେ, ସେ ପାରେ - Wow, beautiful creation. 10++