ତୁମ ଆଖି, ଓଠ,
ସଵୁଜ ପଣତ
ଗୋଲାପୀ ଚିଵୁକ ଧାରେ-
କେବେ ଭରିଥିଲ
ଇନ୍ଦ୍ରଧନୁ ର
ରଙ୍ଗ ସେ ଆଇନା ରେ ।।
ସବୁତକ ସ୍ୱପ୍ନ
ମୋ ଛାତି ତଳର
ଯେଉଁ ଠାରେ ଲାଖି ଥିଲା-
ଆଜି ସେ କବରୀ
ସମୟ ଝଡ଼ ର
ଆଘାତ ରେ ଖୋଲା ଖୋଲା ।।
ସବୁତକ ସ୍ୱପ୍ନ ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। Lovely poem, shared.
କେବେ ଭରିଥିଲ ଇନ୍ଦ୍ରଧନୁ ର ରଙ୍ଗ ସେ ଆଇନା ରେ ।। ସବୁତକ ସ୍ୱପ୍ନ ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। Beautiful poem shared.
ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। A great poem so nicely written. 10++++++++++++
ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। A great poem so nicely written. 10++++++++++
ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। A great poem so nicely written. Thanks. 10++++++++++
ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। A great poem so nicely written. Thanks.
ସବୁତକ ସ୍ୱପ୍ନ ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। Beautiful poem shared Thanks. 10++++++++++++
ସବୁତକ ସ୍ୱପ୍ନ ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। Beautiful poem shared Thanks.
କେବେ ଭରିଥିଲ ଇନ୍ଦ୍ରଧନୁ ର ରଙ୍ଗ ସେ ଆଇନା ରେ ।। ସବୁତକ ସ୍ୱପ୍ନ ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। Beautiful poem shared. 10++++++
This poem has not been translated into any other language yet.
I would like to translate this poem
ସବୁତକ ସ୍ୱପ୍ନ ମୋ ଛାତି ତଳର ଯେଉଁ ଠାରେ ଲାଖି ଥିଲା- ଆଜି ସେ କବରୀ ସମୟ ଝଡ଼ ର ଆଘାତ ରେ ଖୋଲା ଖୋଲା ।। Lovely poem, shared. 10+++++++++