ତୁମେ ନ ଥିବା ର
ଝଲକଟିଏ ବି
କେବେ ସଖୀ ଦେଖି ନାହିଁ,
ମୋ ସାରା ଜଗତ
ଭରା, ପ୍ରୀତି ଗୀତେ-
ମିଳନ ର ସାହାନାଇ ।।
ମୋ ସାରା ଜଗତ ଭରା, ପ୍ରୀତି ଗୀତେ- ମିଳନ ର ସାହାନାଇ ।। Beautiful poem, so small, heart throbbing and sweet. 10++++
ମୋ ସାରା ଜଗତ ଭରା, ପ୍ରୀତି ଗୀତେ- ମିଳନ ର ସାହାନାଇ ।। Beautiful poem, so small, yet so heart touching. Thanks. 10+++++ Sona
ମୋ ସାରା ଜଗତ ଭରା, ପ୍ରୀତି ଗୀତେ- ମିଳନ ର ସାହାନାଇ ।। Beautiful poem, so small, yet so heart touching. Thanks.
This poem has not been translated into any other language yet.
I would like to translate this poem
ଝଲକଟିଏ ବି କେବେ ସଖୀ ଦେଖି ନାହିଁ, Sir beautiful poem and so small and fantastic 10+++++++