ଆଜି ଜମା ପଦୁଟିଏ କଥା
ଆମେ ଦୁହେଁ ହୋଇପରିଚନ୍ତି,
ସେମାନଙ୍କ ପାଖ ରେ ଥିବା ଟା
ଭରୁଥିଲା ଅତୃପ୍ତି, ଅଶାନ୍ତି ।
ଆଜି ଗୋଟେ ଉପହାର ତମେ
ଦେବ, ବୋଲି ଆଶା କରୁଥିଲି,
ସେଇ ନୀଳ ଅକ୍ଷର ର ଚିଠି
ମୋ ହାତ କୁ ଦେବ ଭାବୁଥିଲି ।।
ତମ ଅକ୍ଷର ଟା ସିନା ତୁଚ୍ଛ,
ତୁମ ପାଇଁ ମାମୁଲି, ଅଧୁଲି-
ମୋ ପାଇଁ ତମର ଧୂଳି ମଳି-
ପ୍ରାଣ ଠୁ ନିଜର ଆଉ ଜୀବନ ଠୁ ବଳି ।।।
ତମ ଅକ୍ଷର ଟା ସିନା ତୁଚ୍ଛ, ତୁମ ପାଇଁ ମାମୁଲି, ଅଧୁଲି- ମୋ ପାଇଁ ତମର ଧୂଳି ମଳି- ପ୍ରାଣ ଠୁ ନିଜର ଆଉ ଜୀବନ ଠୁ ବଳି ।। A meeting with the soul mate, even if in a dream, adds colours to the life. Lovely poem shared here sir. 10+++
Yes Sonali I feel it is a unique love poem. Love your sense of appreciation.
Thank you Sonali dear for your nice inspiration in the remarks.
One lives for the other, dedicates all the desires just to keep the counterpart happy and eternally alive. ତମ ଅକ୍ଷର ଟା ସିନା ତୁଚ୍ଛ, ତୁମ ପାଇଁ ମାମୁଲି, ଅଧୁଲି- ମୋ ପାଇଁ ତମର ଧୂଳି ମଳି- ପ୍ରାଣ ଠୁ ନିଜର ଆଉ ଜୀବନ ଠୁ ବଳି । Wow. nice poem. 10+++
Thank you dear Priyanka for your nice inspiration in the remarks.
ତମ ଅକ୍ଷର ଟା ସିନା ତୁଚ୍ଛ, ତୁମ ପାଇଁ ମାମୁଲି, ଅଧୁଲି- ମୋ ପାଇଁ ତମର ଧୂଳି ମଳି- ପ୍ରାଣ ଠୁ ନିଜର ଆଉ ଜୀବନ ଠୁ ବଳି ।।। A meeting with the soul mate, even if in a dream, adds colours to the life. Beautiful sharing. 10+++
Yes Alina, I feel it is a unique love poem. Love your sense of appreciation.
This poem has not been translated into any other language yet.
I would like to translate this poem
A meeting with the soul mate, even if in a dream, adds colours to the life. Before the limbs or lips or hands feel each other, the soul and the heart starts reading each other, feeling each other, getting into one form of existence. One lives for the other, dedicates all the desires just to keep the counterpart happy and eternally alive. ତମ ଅକ୍ଷର ଟା ସିନା ତୁଚ୍ଛ, ତୁମ ପାଇଁ ମାମୁଲି, ଅଧୁଲି- ମୋ ପାଇଁ ତମର ଧୂଳି ମଳି- ପ୍ରାଣ ଠୁ ନିଜର ଆଉ ଜୀବନ ଠୁ ବଳି ।।। Lovely poem shared by you. 10+++
Yes I feel it is a unique love poem. Love your sense of appreciation. Sonali.
Thank you dear Sonali for your nice inspiration in the remarks.