ମିଳନ ର ରଙ୍ଗ- 36 (Milana Ra Ranga -036/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 36 (Milana Ra Ranga -036/Odia Poem)

Rating: 5.0

ଆଜି ଟିକେ ମାଗି ଦେଲି

ତମ ହାତ ନୀଳ ସ୍ପର୍ଶ

ମୋ କାଗଜୀ ଛାତିରେ ଛାତିରେ,

ଏତିକି ମାଗିଲି ବୋଲି

ତମ ଠୁ ପହିଲି ବାର

ଦେଖିଲି ମୁଁ,

କିଛି ଗୋଟେ ଦେଲ ବିରକ୍ତି ରେ ।।

ମିଳନ ର ରଙ୍ଗ- 36 (Milana Ra Ranga -036/Odia Poem)
Wednesday, December 6, 2017
Topic(s) of this poem: longing,love
COMMENTS OF THE POEM
Mayurakshi Ojha 07 December 2017

ଏତିକି ମାଗିଲି ବୋଲି ତମ ଠୁ ପହିଲି ବାର ଦେଖିଲି ମୁଁ, କିଛି ଗୋଟେ ଦେଲ ବିରକ୍ତି ରେ Lovely poem shared. 10+++ Eva

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success