ଜୀବନ ରାସ୍ତାରେ
କିଛି ବାଟ ଚାଲିଗଲା ପରେ
ଯଦି କେବେ ଥକିପଡ
ବସିଯାଅ କେଉଁ ଏକ
ମହାବୃକ୍ଷ ତଳେ!
ଅପଲବ୍ଧି କର ଥକାପଣ
ଭିନ୍ନ ସୁଆଦରେ
ଏକ ଭିନ୍ନ ସୁଆଦରେ…!
Copyright @ Dillip K Swain
This poem has not been translated into any other language yet.
I would like to translate this poem