ଅନୁଭୂତି (Experience) Poem by Dr. Sada Bihari Sahu

ଅନୁଭୂତି (Experience)

Rating: 5.0

ସବୁ ଧନ ଠାରୁ ସେ ମୂଲ୍ୟବାନ
ସବୁ ସୁଖ ଠାରୁ ସେ ଅଟେ ମହାନ
ଯେ ରହେ ସାଥେ ପାଇଁ ଚୀରଦିନ
ସୁଖ, ଦୁଃଖ ଆମ କରେ ସମାଧାନ
ଯେ କରେ ସବୁର ସତ ଆକଳନ
ସେ ଅଟେ ଆମର ପ୍ରିୟ "ଅନୁଭୂତି"
ଯା ବିନା ନାହିଁ କେବେ ଆମ ସ୍ଥିତି

POET'S NOTES ABOUT THE POEM
Poem is in Odia language and it is about one's experience.
COMMENTS OF THE POEM
Dr Dillip K Swain 29 January 2018

....ସେ ଅଟେ ଆମର ପ୍ରିୟ ଅନୁଭୂତି ଯା ବିନା ନାହିଁ କେବେ ଆମ ସ୍ଥିତି.........a beautiful poem dear Sada...Thanks for sharing....10

1 0 Reply
Sada Bihari Sahu 31 January 2018

ଧନ୍ୟବାଦ ଦିଲୁ ତୁମ ମତାମତ ପାଇଁ । ଜାଣି ଖୁସି ଲାଗିଲା ତୁମକୁ କବିତାଟି ଭଲ ଲାଗିଲା ।

0 0
READ THIS POEM IN OTHER LANGUAGES
Close
Error Success