Let me drink the stones,
The night, the sky.
Let me connect with love,
Let me listen to you.
I am what you feel,
What you think, what you imagine,
What you hold with you
For the sake of the truth.
Rendering into Odia language; Script Brahmi;
ମୁଁ ପିଇବି ପଥର
ପିଇବି ଆକାଶ, ପିଇବି ରାତି,
ରଖିବି ସଂପର୍କ ପ୍ରେମ ସହିତ,
ଶୁଣିବି ତୁମକୁ ।
ଅନୁଭବୁଛ ଯାହା, ତାହା ମୁଁ
ଭାବୁଛ ଯାହା, କଳ୍ପୁଛ ଯାହା, ତାହା ମୁଁ,
ଯାହା ରଖିଛ ପାଖରେ ତୁମର
ସତ୍ୟ ସକାଶେ, ତାହା କେବଳ ମୁଁ ।
Great expressions! Thanks for sharing.