ଯାତ୍ରା, ଅନେକ ଦିନରୁ
ଗନ୍ତବ୍ୟ, କୋଷଧି କୋଷ ଅନେକ ଆଗକୁ
ଅନ୍ଧକାରମୟ, ଆବୁଡା ଖାବୁଡା ପଥ ସବୁ
ସୁଦୃଢ ଆଶା, ଯାତ୍ରା ହେବ ନିଶ୍ଚୟ ସଫଳ
ସଂକଲ୍ପ, ଗରିବିର ମୂଳ ଉପ୍ତଡନ
ଜାତି, ଧର୍ମ, ବର୍ଣ୍ଣର ହେବ ସମନ୍ନୟ
ମୃତ୍ୟୁ ଆସିବନି କେବେ ଭୋକ ଓ ଉପାସେ
ରୋଗମୁକ୍ତ ପାଇଁ ପାଇବେ ସମସ୍ତେ ସୁଯୋଗ
ହିଂସା, ଦୈଷେ ବହିବନି ରକ୍ତର ସମୁଦ୍ର
ହେବ କି ଯାତ୍ରା ଆମର ସଫଳ?
ବଧୂ ହତ୍ୟା, କନ୍ୟା ଭୃଣ ହତ୍ୟା ପାଇଁ ସବୁ ଦିନେ ହେବେ ଅନୁତପ୍ତ
ପ୍ରଦୁଷଣ, ଘୁସ, ପ୍ରିୟାପ୍ରୀତି ହେବ କେବେ ଅନ୍ତ
ଦଙ୍ଗା ନାମେଜଳିବନି ଦେଶ ହୁ ହୁ
ସନ୍ତ୍ରାସବାଦୀ ଗ୍ରାସେ ହେବନି ମାନବ ସମାଜ
ଆସିବ ପରିବର୍ତ୍ତନ ଦିନେ ଆଚାର, ବିଚାର ଓ ବ୍ୟବହାରେ
ମନ ମଧେ ଆକଂଠ ବିଶ୍ଵାସ
ଯାତ୍ରା ହେବ ନିଶ୍ଚୟ ସଫଳ
Thank you Dillu my dear friend for your nice comments an like.
ସଂକଲ୍ପ, ଗରିବିର ମୂଳ ଉପ୍ତଡନ ଜାତି, ଧର୍ମ, ବର୍ଣ୍ଣର ହେବ ସମନ୍ନୟ ମୃତ୍ୟୁ ଆସିବନି କେବେ ଭୋକ ଓ ଉପାସେ ରୋଗମୁକ୍ତ ପାଇଁ ପାଇବେ ସମସ୍ତେ ସୁଯୋଗ..a touching poem on social issue dear Sada....10
This poem has not been translated into any other language yet.
I would like to translate this poem
Thanks my dear friend Dillu. You liked the poem. Social issue interest me a lot.