ମା ଜାଗେଶ୍ବରୀ (The Village Deity) Poem by Debendra Majhi

ମା ଜାଗେଶ୍ବରୀ (The Village Deity)

ଜଗତଧାତ୍ରୀ ହେ ମା ଜାଗେଶ୍ବରୀ
ଗ୍ରାମ ଦେବୀ ନା ତୁ ସରଗ ପରି
ଜାଗୀ ଥାଉତୁହି ଅସ୍ଟ ପ୍ରହରୀ
ସୁଣୀବାକୁବ୍ୟଥା ତଥା ଗୁହାରୀ

ବଡଦିନ ଦିନ ହେଲୁ ପ୍ରତିସ୍ଠା
ଦିନ ଦରିଦ୍ରଂକ ଅଥିବ ନିସ୍ଠା
ଜିଏଚାହିଂଲେବୀ ଯେତେ ଅନିସ୍ଠ
ଗ୍ରାମବାସୀ ପାଇଁ ହେଉ ଅତିସ୍ଠ

ଜାଗୁଳାଇ କିମ୍ବା ରଜ ପରବ
ଅର୍ପନ୍ତି ଭକତ ସବୁ ଦରବ
ଗ୍ରାମବାସିପାଇଁ ତୋହରୀ ଗର୍ବ
ଦୁସ୍ଟ ବିନାସିନି କଲ୍ୟାଣ ସର୍ବ

ସାଲନ୍ଦୀ ଗର୍ଭରୁ ସାଉନ୍ତି ଆଣି
ଅଥଳ ଅବାଗ ପ୍ରଖର ପାଣି
ଅରୁପା ପଥର ରୁପଶ୍ରୀ ରାଣୀ
ଗ୍ରାମେ ଜଗିଥାଉ ସକାଳ ପ୍ରାଣୀ.

Monday, January 29, 2018
Topic(s) of this poem: devotion
POET'S NOTES ABOUT THE POEM
A tribute to the Village Deity
COMMENTS OF THE POEM
READ THIS POEM IN OTHER LANGUAGES
Debendra Majhi

Debendra Majhi

Odisha, India
Close
Error Success