ମନେପଡେଖଣ୍ଡାଧାର
ମନେପଡେଖଣ୍ଡାଧାର,
ମନେ ଉଠେ ଅନେକ କ୍ଷୋଭ,
ଖଣ୍ଡାଧାର ଦେଖିନଥିବାରଦୁଃଖ,
ଖଣ୍ଡାଧାରପଥେଚାଲିନଥିବାର ଦୁଃଖ !
ଶୁଣି ଥିଲିଦିନେ ଖଣ୍ଡାଧାରର ଆହ୍ୱାନ ,
ମାଗିଥିଲା ଆଜୀବନ ସଙ୍ଗ,
କଣ୍ଟକକୋମଳପୁଣିଦୁର୍ଗମତାର ପଥ,
ସେ ଥିଲାସ୍ବପ୍ନ ର ରାଜ୍ୟ ,
ସେ ଥିଲା କୁହେଳି ନଗରୀ,
ସେ ଥିଲା ଭୀମ , ସେ ଥିଲାଭୀଷ୍ମ ,
ଯେତେ ସବୁରୋମାଞ୍ଚ,
ଯେତେ ସତ୍ୟ ,ଯେତେ ସୁନ୍ଦର ,
ଧରି ଥିଲା ଖଣ୍ଡାଧାର,
କିନ୍ତୁ ହାୟ!
ଭାଗ୍ୟ ରେନଥିଲା
ଖଣ୍ଡାଧାରେ ଚାଲିବାର!
This poem has not been translated into any other language yet.
I would like to translate this poem
ସେ ଥିଲା ଭୀମ, ସେ ଥିଲାଭୀଷ୍ମ, ଯେତେ ସବୁରୋମାଞ୍ଚ, ଯେତେ ସତ୍ୟ, ଯେତେ ସୁନ୍ଦର, ଧରି ଥିଲା ଖଣ୍ଡାଧାର, କିନ୍ତୁ ହାୟ! ଭାଗ୍ୟ ରେନଥିଲା ଖଣ୍ଡାଧାରେ ଚାଲିବାର! ........bastabik eha anutapara bisaya je bhagyare na thila khandadhare chalibara. Hrudayasparshi barnanna hoichhi. Bahut sundarabhabe geetati rachita hoichhi. (This is really a beautiful poem on a stream named Khandadhar having touching expression with captivating collocation. Thanks for sharing this poem.10)
Sammaniya Kumarmani Mahakul mahasaya, Mu apananku mo hrudayara krutagyanta gyanpana karuchhi. Apana bastabik sahitya jagatara amulya ratna. Apananka prerana mote sabubele utshahita karichhi. Iswara apananku tatha apanka paribara barganku sada sukhi rakhatu